ପ୍ରଥମ ବଂଶାବଳୀ 1 : 1 (ORV)
ଆଦମ, ଶେଥ, ଈନୋଶ;
ପ୍ରଥମ ବଂଶାବଳୀ 1 : 2 (ORV)
କୟିନାନ, ମହଲଲେଲ, ଯେରଦ;
ପ୍ରଥମ ବଂଶାବଳୀ 1 : 3 (ORV)
ହନୋକ, ମଥୁଶେଲହ, ଲେମକ;
ପ୍ରଥମ ବଂଶାବଳୀ 1 : 4 (ORV)
ନୋହ, ଶେମ, ହାମ ଓ ଯେଫତ୍ ।
ପ୍ରଥମ ବଂଶାବଳୀ 1 : 5 (ORV)
ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍,
ପ୍ରଥମ ବଂଶାବଳୀ 1 : 6 (ORV)
ପୁଣି, ଗୋମରର ସନ୍ତାନ ଅସ୍କିନସ୍ ଓ ଦୀଫତ୍ ଓ ତୋଗର୍ମ ।
ପ୍ରଥମ ବଂଶାବଳୀ 1 : 7 (ORV)
ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍।
ପ୍ରଥମ ବଂଶାବଳୀ 1 : 8 (ORV)
ହାମର ସନ୍ତାନ କୂଶ୍ ଓ ମିସର, ପୂଟ୍ ଓ କିଣାନ ।
ପ୍ରଥମ ବଂଶାବଳୀ 1 : 9 (ORV)
ପୁଣି, କୂଶ୍ର ସନ୍ତାନ ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା । ରୟମାର ସନ୍ତାନ ଶିବା ଓ ଦଦାନ୍ ।
ପ୍ରଥମ ବଂଶାବଳୀ 1 : 10 (ORV)
ଆଉ, କୂଶ୍ ନିମ୍ରୋଦକୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା ।
ପ୍ରଥମ ବଂଶାବଳୀ 1 : 11 (ORV)
ମିସର ଲୂଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
ପ୍ରଥମ ବଂଶାବଳୀ 1 : 12 (ORV)
ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା ।
ପ୍ରଥମ ବଂଶାବଳୀ 1 : 13 (ORV)
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା;
ପ୍ରଥମ ବଂଶାବଳୀ 1 : 14 (ORV)
ପୁଣି, ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
ପ୍ରଥମ ବଂଶାବଳୀ 1 : 15 (ORV)
ଓ ହିବ୍ବୀୟ ଓ ଅର୍କୀୟ ଓ ସୀନୀୟ
ପ୍ରଥମ ବଂଶାବଳୀ 1 : 16 (ORV)
ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା ।
ପ୍ରଥମ ବଂଶାବଳୀ 1 : 17 (ORV)
ଶେମର ସନ୍ତାନଗଣ; ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ ଓ ଊସ୍ ଓ ହୂଲ ଓ ଗେଥର ଓ ମେଶକ୍ ।
ପ୍ରଥମ ବଂଶାବଳୀ 1 : 18 (ORV)
ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା ।
ପ୍ରଥମ ବଂଶାବଳୀ 1 : 19 (ORV)
ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍ ।
ପ୍ରଥମ ବଂଶାବଳୀ 1 : 20 (ORV)
ପୁଣି, ଯକ୍ତନ୍ ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ
ପ୍ରଥମ ବଂଶାବଳୀ 1 : 21 (ORV)
ଓ ହଦୋରାମ ଓ ଉସଲ ଓ ଦିକ୍ଲା
ପ୍ରଥମ ବଂଶାବଳୀ 1 : 22 (ORV)
ଓ ଓବଲ ଓ ଅବୀମାୟେଲ ଓ ଶିବା
ପ୍ରଥମ ବଂଶାବଳୀ 1 : 23 (ORV)
ଓ ଓଫୀର ଓ ହବୀଲା ଓ ଯୋବବକୁ ଜାତ କଲା । ଏମାନେ ଯକ୍ତନର ସନ୍ତାନ ।
ପ୍ରଥମ ବଂଶାବଳୀ 1 : 24 (ORV)
ଶେମ, ଅର୍ଫକ୍ଷଦ, ଶେଲହ;
ପ୍ରଥମ ବଂଶାବଳୀ 1 : 25 (ORV)
ଏବର, ପେଲଗ୍, ରୀୟ;
ପ୍ରଥମ ବଂଶାବଳୀ 1 : 26 (ORV)
ସରୁଗ୍, ନାହୋର, ତେରହ
ପ୍ରଥମ ବଂଶାବଳୀ 1 : 27 (ORV)
ଅବ୍ରାମ୍, ଅର୍ଥାତ୍ ଅବ୍ରହାମ ।
ପ୍ରଥମ ବଂଶାବଳୀ 1 : 28 (ORV)
ଅବ୍ରହାମଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାଏଲ ।
ପ୍ରଥମ ବଂଶାବଳୀ 1 : 29 (ORV)
ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା;
ପ୍ରଥମ ବଂଶାବଳୀ 1 : 30 (ORV)
ହଦଦ୍ ଓ ତେମା, ଯିଟୂର, ନାଫୀଶ୍ ଓ କେଦମା;
ପ୍ରଥମ ବଂଶାବଳୀ 1 : 31 (ORV)
ଏମାନେ ଇଶ୍ମାଏଲର ସନ୍ତାନ ।
ପ୍ରଥମ ବଂଶାବଳୀ 1 : 32 (ORV)
ଅବ୍ରହାମଙ୍କର ଉପପନିୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍ ଓ ଯକ୍ଷନ୍ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ୍ ଓ ଶୂହକୁ ଜାତ କଲା । ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ୍ ।
ପ୍ରଥମ ବଂଶାବଳୀ 1 : 33 (ORV)
ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ ।
ପ୍ରଥମ ବଂଶାବଳୀ 1 : 34 (ORV)
ପୁଣି ଅବ୍ରହାମ ଇସ୍‍ହାକକୁ ଜାତ କଲେ । ସେହି ଇସ୍‍ହାକର ପୁତ୍ର ଏଷୌ ଓ ଇସ୍ରାଏଲ ।
ପ୍ରଥମ ବଂଶାବଳୀ 1 : 35 (ORV)
ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯୀୟସ୍ ଓ ଯାଲମ୍ ଓ କୋରହ ।
ପ୍ରଥମ ବଂଶାବଳୀ 1 : 36 (ORV)
ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ ।
ପ୍ରଥମ ବଂଶାବଳୀ 1 : 37 (ORV)
ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା ।
ପ୍ରଥମ ବଂଶାବଳୀ 1 : 38 (ORV)
ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍ ।
ପ୍ରଥମ ବଂଶାବଳୀ 1 : 39 (ORV)
ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା ।
ପ୍ରଥମ ବଂଶାବଳୀ 1 : 40 (ORV)
ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍ । ଆଉ ସିବୀୟୋନର ପୁତ୍ର ଅୟା ଓ ଅନା ।
ପ୍ରଥମ ବଂଶାବଳୀ 1 : 41 (ORV)
ଅନାର ପୁତ୍ର ଦିଶୋନ୍ । ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ ।
ପ୍ରଥମ ବଂଶାବଳୀ 1 : 42 (ORV)
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍ । ଦୀଶନର ପୁତ୍ର ଊସ୍ ଓ ଅରାଣ ।
ପ୍ରଥମ ବଂଶାବଳୀ 1 : 43 (ORV)
ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ଵ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ଵ କରିଥିଲେ; ବୀୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା ।
ପ୍ରଥମ ବଂଶାବଳୀ 1 : 44 (ORV)
ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 1 : 45 (ORV)
ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 1 : 46 (ORV)
ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା ।
ପ୍ରଥମ ବଂଶାବଳୀ 1 : 47 (ORV)
ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 1 : 48 (ORV)
ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 1 : 49 (ORV)
ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 1 : 50 (ORV)
ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ ।
ପ୍ରଥମ ବଂଶାବଳୀ 1 : 51 (ORV)
ଅନନ୍ତର ହଦଦ୍ ମଲେ । ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍,
ପ୍ରଥମ ବଂଶାବଳୀ 1 : 52 (ORV)
ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍;
ପ୍ରଥମ ବଂଶାବଳୀ 1 : 53 (ORV)
ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
ପ୍ରଥମ ବଂଶାବଳୀ 1 : 54 (ORV)
ରାଜା ମଗ୍ଦୀୟେଲ, ରାଜା ଈରମ୍ । ଏମାନେ ଇଦୋମର ରାଜା ଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54

BG:

Opacity:

Color:


Size:


Font: